ଝାଡ଼ଖଣ୍ଡରେ ଓଡ଼ିଆ ପଢିବା ମନା : ଆଜି ଷଢ଼େଇକଳାରେ ଓଡ଼ିଆଙ୍କ ବିକ୍ଷୋଭ ଓ ଧାରଣା

ମାନ୍ୟତା ପ୍ରତ୍ୟାହାର କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ରାଇରଙ୍ଗପୁର : ୨୦୧୧ ମସିହା ସେପ୍ଟେମ୍ବର ୧ ତାରିଖରେ ଝାଡ଼ଖଣ୍ଡ ରାଜ୍ୟ ସରକାର ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା ଦେଇଥିଲେ। ହେଲେ ବିଡ଼ମ୍ବନା, ଚଳିତ ୨୦୨୧-୨୨ ଶିକ୍ଷାବର୍ଷରୁ ଝାଡ଼ଖଣ୍ଡ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ବିତୀୟ ରାଜ୍ୟଭାଷା ଓଡ଼ିଆକୁ ଉଚ୍ଛେଦ କରିବା ଲାଗି ନି‌ଷ୍ପତ୍ତି ନେଇଛି। ଅର୍ଥାତ୍ ଝାଡ଼ଖଣ୍ଡର କୌଣସି … Continue reading ଝାଡ଼ଖଣ୍ଡରେ ଓଡ଼ିଆ ପଢିବା ମନା : ଆଜି ଷଢ଼େଇକଳାରେ ଓଡ଼ିଆଙ୍କ ବିକ୍ଷୋଭ ଓ ଧାରଣା